Public App Logo
Profile Picture

SMS News Network

@2008sanjib
1102Followers
0Following
ରାଉରକେଲା; ସେକ୍ଟର 13 ମେଳନ ପଡିଆ ରେ ଭିନ୍ନ ସ୍ବାଦ ର ପ୍ରଦର୍ଶନୀ ରାଉରକେଲା ଟ୍ରେଡ ଫେୟାର ଆଜି ଠାରୁ ଆରମ୍ଭ 

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=sector13 nis:value=sector13 nis:enabled=true nis:link/> <nis:link nis:type=tag nis:id=melonground nis:value=melonground nis:enabled=true nis:link/> <nis:link nis:type=tag nis:id=rourkelatradefair nis:value=rourkelatradefair nis:enabled=true nis:link/> <nis:link nis:type=tag nis:id=expoeventmanagementgroup nis:value=expoeventmanagementgroup nis:enabled=true nis:link/>
ରାଉରକେଲା; CPC ଭୋଟର ତାଲିକା ଚଞ୍ଚକତା! ପୂଜା କମିଟି ପକ୍ଷରୁ ତିବ୍ର ଅସନ୍ତୋଷ। ପ୍ରଶାସନ ସମାଧାନ ନିମନ୍ତେ ପଦକ୍ଷେପ ନେବା ପାଇଁ ଦାବି।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=cpc nis:value=CPC nis:enabled=true nis:link/> <nis:link nis:type=tag nis:id=election nis:value=election nis:enabled=true nis:link/> <nis:link nis:type=tag nis:id=adm nis:value=adm nis:enabled=true nis:link/> <nis:link nis:type=tag nis:id=sprourkela nis:value=sprourkela nis:enabled=true nis:link/> <nis:link nis:type=tag nis:id=sdmpanposh nis:value=sdmpanposh nis:enabled=true nis:link/> <nis:link nis:type=tag nis:id=dycollector nis:value=dycollector nis:enabled=true nis:link/> <nis:link nis:type=tag nis:id=admoffice nis:value=admoffice nis:enabled=true nis:link/>
ରାଉରକେଲା; RSS ପକ୍ଷରୁ ୧୪ ଦଫା ଦାବିରେ ଗଞ୍ଜି ଓ ହାପ୍ ପ୍ୟାଣ୍ଟ୍ ପିନ୍ଧି ଅଭିନବ ଉପାୟରେ ଗଣଧାରଣା।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=raurkela nis:value=Raurkela nis:enabled=true nis:link/> <nis:link nis:type=tag nis:id=rss nis:value=RSS nis:enabled=true nis:link/> <nis:link nis:type=tag nis:id=sail nis:value=SAIL nis:enabled=true nis:link/> <nis:link nis:type=tag nis:id=rsp nis:value=RSP nis:enabled=true nis:link/> <nis:link nis:type=tag nis:id=demonstratation nis:value=demonstratation nis:enabled=true nis:link/>
SMS News Bureau Rourkela 

ଆଜି ୧୬ ଦଫା ଦାବି ରେ ରାଉରକେଲା ଇସ୍ପାତ କାରଖାନା ର ସ୍ଵୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ରାଉରକେଲା ଶ୍ରମିକ ସଂଘ (RSS) ପକ୍ଷରୁ ବିଶ୍ରା ଛକ ଠାରେ ଗଣଧାରଣା ଦିଆଯାଇଛି। ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଶ୍ରାଛକ ଠାରେ ଏକ ବିଶାଳ ଗଣଧାରଣା ଅନୁଷ୍ଠିତ ହେବ।
ଇସ୍ପାତ କର୍ମଚାରୀଙ୍କ ପ୍ରମୁଖ ଦାବିଗୁଡ଼ିକ ହେଲା—
୧. ୩୯ ମାସର ଏରିଅର ତୁରନ୍ତ ପ୍ରଦାନ କରିବା।
୨. ଦଶମ ମଜୁରୀ ଚୁକ୍ତିନାମାକୁ ପୂର୍ଣ୍ଣାଙ୍ଗ କରିବା।
୩. Monthly Incentive Rewardର ପୁନଃମୂଲ୍ୟାୟନ କରିବା।
୪. ସମ୍ମାନଜନକ ASPLIS ବୋନସ୍ ପ୍ରଦାନ କରିବା।
୫. IGHର ଘରୋଇକରଣ ବନ୍ଦ କରିବା।
୬. Townshipର ଘରୋଇକରଣ ବନ୍ଦ କରିବା।
୭. ବାସଗୃହ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା।
ଏହା ସହିତ ଅନ୍ୟାନ୍ୟ ନ୍ୟାୟସଙ୍ଗତ ୯ଟି ଦାବି ସମେତ ମୋଟ ୧୬ ଦଫା ଦାବି ରହିଛି।
ବିରମିତ୍ରପୁର; NH ର ବାଇପାସ୍ ସପକ୍ଷରେ ପୂର୍ବତନ ବିଧାୟକ ଶଙ୍କର ଓରାମ 

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=nh nis:value=NH nis:enabled=true nis:link/> <nis:link nis:type=tag nis:id=bypass nis:value=Bypass nis:enabled=true nis:link/> <nis:link nis:type=tag nis:id=exmla nis:value=exmla nis:enabled=true nis:link/> <nis:link nis:type=tag nis:id=sankaroram nis:value=sankaroram nis:enabled=true nis:link/>
ରାଉରକେଲା; ସାଧାରଣ ଜନତା ଙ୍କୁ ଲୋଭ ଦେଖାଇ କରି ଆକାଉଣ୍ଟ ଖୋଲି ସେହି ଆକାଉଣ୍ଟ କୁ ସାଇବର ସିଣ୍ଡିକେଟ ରେ ବିକ୍ରୀ,ଦୁଇ ଅଭିଯୁକ୍ତ ଗିରଫ 

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=sprourkela nis:value=sprourkela nis:enabled=true nis:link/> <nis:link nis:type=tag nis:id=digwr nis:value=digwr nis:enabled=true nis:link/> <nis:link nis:type=tag nis:id=cyberfraud nis:value=cyberfraud nis:enabled=true nis:link/>
SMS News Bureau Rourkela 

ଆଇଏଫଜିଏଲ ରିଫ୍ରାଟୋରିଜ ଲିମିଟେଡ ରେ ବୋନସ ଚୁକ୍ତିନାମ ସ୍ୱାକ୍ଷରିତ। 

କଲୁଙ୍ଗା, ଆଜି  କଲୁଙ୍ଗା ଶିଳ୍ପାଞ୍ଚଳ ସ୍ଥିତ ଆଇଏଫଜିଏଲ ରିଫ୍ରାଟୋରିଜ ଲିମିଟେଡ ର ମାନେଜମେଣ୍ଟ ସହିତ ସିଆଇଟିୟୁ ସହ ବନ୍ଧିତ ଆଇଏଫଜିଏଲ ରିଫ୍ରାଟୋରିଜ ଓର୍କସ ୟୁନିୟନ ଚଳିତ ବର୍ଷ ପାଇଁ ପୂଜା ବୋନସ ଚୁକ୍ତିନାମ ସ୍ୱାକ୍ଷରିତ ହୋଇଛି । ଉକ୍ତ ଚୁକ୍ତିନାମ ଅନୁଯାଇ କାରଖାନା ରେ କାମ କରୁଥିବା ସମସ୍ତ ସ୍ଥାୟୀ ଶ୍ରମିକ ମାନଙ୍କ ପାଇଁ ୨୧,୦୦୦ ଟଙ୍କା ବୋନସ ପ୍ରଦାନ ପାଇଁ  ସ୍ଥିର ହୋଇଥିବା ବେଳେ, କାରଖାନା ରେ କାମ କରୁଥିବା ଠିକା ଶ୍ରମିକ ମାନଙ୍କ ପାଇଁ ବାର୍ଷିକ ଦରମାର ୧୦% ବୋନସ ପ୍ରଦାନ ପାଇଁ  ସ୍ଥିର ହୋଇଛି । ଯାହାର ପରିମାଣ ବିଭିନ୍ନ ବର୍ଗର  ଶ୍ରମିକ ମାନଙ୍କ ପାଇଁ ୧୪,୭୦୦ ରୁ ଆରମ୍ଭ କରି ୧୯,୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ । ଏହି ବୋନସ ରେ କାରଖାନାର ପ୍ରାୟ ୫୦୦ ସ୍ଥାୟୀ ଶ୍ରମିକ, କର୍ମଚାରୀ ଓ ୧୦୦୦ ରୁ ଉର୍ଦ୍ଧ ଠିକା ଶ୍ରମିକ ଲାଭବାନ ହେବେ । ଏହି ବୋନସ ଚୁକ୍ତିନାମ ରେ ୟୁନିୟନ ପକ୍ଷରୁ ସାଧାରଣ ସମ୍ପାଦକ ଜାହାଙ୍ଗୀର ଅଲ୍ଲୀ, କାର୍ଯ୍ୟକାରୀ ସଭାପତି ଅଜିତ କୁମାର ଦାସ, କୋଷାଧ୍ୟକ୍ଷ ସିଡିଓ ମୁଣ୍ଡା, ସମ୍ପାଦକ ସୁଜିତ ସାମଲ, ସୁକାନ୍ତ ବିଶ୍ବାଳ, ବାଲାଷିସ ମିଞ୍ଜ ପ୍ରମୁଖ ସ୍ୱାକ୍ଷରିତ କରିଥିବା ବେଳେ ମାନେଜମେଣ୍ଟ ପକ୍ଷରୁ ପ୍ଲାଣ୍ଟ ହେଡ ବିକାଶେନ୍ଦୁ ମହାନ୍ତି, ଏଚ୍ଆର ହେଡ ରବିନାରାୟଣ ସାହୁ ଓ ଏଚ୍ଆର ତରୁଣ ସାହୁ ପ୍ରମୁଖ ସ୍ୱାକ୍ଷରିତ କରିଛନ୍ତି । ଏହି ବୋନସ ଚୁକ୍ତିନାମ ଯୋଗୁଁ କାରଖାନା ର  ଶ୍ରମିକ ମାନଙ୍କ ମଧ୍ଯ ରେ ଖୁସିର ଲହରି ଖେଳିଯାଇଛି ।
ରାଉରକେଲା; ବିକଶିତ ଓଡିଶା ସୁରକ୍ଷିତ ଓଡିଶା ପରିପ୍ରେକ୍ଷୀରେ ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ କଡାକଡି।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=afo nis:value=afo nis:enabled=true nis:link/> <nis:link nis:type=tag nis:id=firesafety nis:value=firesafety nis:enabled=true nis:link/> <nis:link nis:type=tag nis:id=dfo nis:value=dfo nis:enabled=true nis:link/>
ବିରମିତ୍ରପୁର; NH ଉପରୁ ଜବରଦଖଲ ଉଚ୍ଛେଦ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=biramitrapur nis:value=biramitrapur nis:enabled=true nis:link/> <nis:link nis:type=tag nis:id=muncipality nis:value=muncipality nis:enabled=true nis:link/> <nis:link nis:type=tag nis:id=nh nis:value=NH nis:enabled=true nis:link/> <nis:link nis:type=tag nis:id=sandeepmishra nis:value=sandeepmishra nis:enabled=true nis:link/>
ରାଉରକେଲା; ସେକ୍ଟର 3 ଥାନା ରେ ଆମ ପୋଲିସ ବୈଠକ।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=sector3ps nis:value=sector3ps nis:enabled=true nis:link/> <nis:link nis:type=tag nis:id=amapolice nis:value=amapolice nis:enabled=true nis:link/> <nis:link nis:type=tag nis:id=dsp nis:value=dsp nis:enabled=true nis:link/> <nis:link nis:type=tag nis:id=sprourkela nis:value=sprourkela nis:enabled=true nis:link/>
ରାଉରକେଲା; ସହିଦ ଭଗତ ସିଂ ଙ୍କ ୧୨୦ତମ ଜନ୍ମ ଜୟନ୍ତୀ ପାଳିତ।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=bhagatsinghbirthanniversary nis:value=bhagatsinghbirthanniversary nis:enabled=true nis:link/> <nis:link nis:type=tag nis:id=sfi nis:value=SFI nis:enabled=true nis:link/> <nis:link nis:type=tag nis:id=dyfi nis:value=DYFI nis:enabled=true nis:link/>
SMS News Bureau Rourkela 

 ସାମାଜିକ ସଂଗଠନ ପ୍ରୟାସ ତତ୍ବାବଧାନରେ BPUT କ୍ୟାମ୍ପସ ପରିସର ରେ CIPET କଲେଜ ର ଏକ ସ୍ବେଛାକୃତ ରକ୍ତଦାନ ଶିବିର  ଆୟୋଜିତ ହୋଇଥିଲା। ଉକ୍ତ ଶିବିରରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ  ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ମହତ୍ କାର୍ଯ୍ୟକ୍ରମରେ ମୋଟ ୫୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି।ସମସ୍ତ ରକ୍ତଦାତା ଛାତ୍ରଛାତ୍ରୀଙ୍କୁ ଏବଂ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ଙ୍କୁ ପ୍ରୟାସ ପରିବାର ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=blooddonatation nis:value=blooddonatation nis:enabled=true nis:link/> <nis:link nis:type=tag nis:id=cipet nis:value=CIPET nis:enabled=true nis:link/> <nis:link nis:type=tag nis:id=bput nis:value=BPUT nis:enabled=true nis:link/>
SMS News Bureau Rourkela 

କେନ୍ଦ୍ରୀୟ ପୂଜା କମିଟିର ନିର୍ବାଚନ ପାଇଁ ନାମାଙ୍କନ ଶେଷ ।

ରାଉରକେଲା : ଶାରଦୀୟ ଦୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀପୂଜାର ସୁପରିଚାଳନା ନିମନ୍ତେ ଗଠିତ ରାଉରକେଲା କେନ୍ଦ୍ରୀୟ ପୂଜା କମିଟି (ସିପିସି), ୨୦୨୬-୨୭ ବର୍ଷ ପାଇଁ ନିର୍ବାଚନ ଆସନ୍ତା ୪ ଅକ୍ଟୋବରରେ ଅନୁଷ୍ଠିତ ହେବ।  ଏହା ପାଇଁ ନାମାଙ୍କନପତ୍ର ପତ୍ର ଦାଖଲ ପ୍ରକ୍ରିୟା  ଆଜି ସମାପ୍ତ ହୋଇ ଯାଇଛି । କମିଟି ର ବିଭିନ୍ନ ପଦ ପଦବୀ ପାଇଁ ମୋଟ 27 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । 

ସାଧାରଣ ସଚିବ ପଦ ପାଇଁ 2 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଓମ୍ ଶ୍ରୀ ଶ୍ରୀ ଲକ୍ଷ୍ମୀ ପୂଜା କମିଟିର ବିରାଜ ମୋହନ ବିଶ୍ୱାଳ ଓ ସେକ୍ଟର 2 ଦୁର୍ଗା ପୂଜା କମିଟିର ବୀରେନ୍ଦ୍ର ନାରାୟଣ ସ୍ୱାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ସାର୍ବଜନୀନ ଶ୍ରୀ ଶ୍ରୀ ଦୁର୍ଗା ପୂଜା ସମିତି ର   ବିଶ୍ୱନାଥ ଦେ ଓ  ଆହୁତି ଭବନ ହାଉସିଙ୍ଗ ବୋର୍ଡ ଦୁର୍ଗା ପୂଜା କମିଟି ର ଶ୍ରୀକୃଷ୍ଣ ପରିଡ଼ା  କୋଷାଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିଛନ୍ତି । 

କେନ୍ଦ୍ରୀୟ ପୂଜା କମିଟି ର ତିନୋଟି ଜୋନ ଯଥା ସିଭିଲ୍ ଟାଉନଶିପ୍ ଜୋନ୍, ଷ୍ଟିଲ୍ ଟାଉନଶିପ୍ ଜୋନ୍ ଓ ଫର୍ଟିଲାଇଜର ଟାଉନଶିପ୍ ପ୍ରତ୍ୟେକ ଜୋନ ପାଇଁ  ଉପସଭାପତି, ଯୁଗ୍ମ ସଚିବ ଏବଂ ଦୁଇଜଣ କାର୍ଯ୍ୟକାରୀ ସଦସ୍ୟ ପାଇଁ ମଧ୍ୟ ନାମାଙ୍କନ ଦାଖଲ ଆଜି ଶେଷ ହୋଇଯାଇଛି । ସୂଚନା ଯୋଗ୍ୟ ଯେ ୪ ଅକ୍ଟୋବର ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିଏ ଆଇଟିଡିଏ ସମ୍ମିଳନୀ କକ୍ଷରେ ମତଦାନ ହେବ। ଅପରାହ୍ନ ୪ଟାରେ ଭୋଟ ଗଣତି ଏବଂ ସନ୍ଧ୍ୟା ୬ ଟାରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।
ବିରମିତ୍ରପୁର; ଥମୁନି ହାତୀ ଆତଙ୍କ 

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=biramitrapur nis:value=biramitrapur nis:enabled=true nis:link/> <nis:link nis:type=tag nis:id=dfo nis:value=dfo nis:enabled=true nis:link/> <nis:link nis:type=tag nis:id=ranger nis:value=ranger nis:enabled=true nis:link/> <nis:link nis:type=tag nis:id=tuskar nis:value=tuskar nis:enabled=true nis:link/> <nis:link nis:type=tag nis:id=biramitrapurps nis:value=biramitrapurps nis:enabled=true nis:link/>
ବନ୍ଧମୁଣ୍ଡା; ନକଲି ସାଧୁ ଙ୍କୁ ସାବଧାନ, ବନ୍ଧମୁଣ୍ଡା ରେ ସାଧୁ ବେଶ ରେ ବୁଲୁଛନ୍ତି ସାଧୁ ବାବା 

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=bondamunda nis:value=bondamunda nis:enabled=true nis:link/> <nis:link nis:type=tag nis:id=duplicate nis:value=duplicate nis:enabled=true nis:link/> <nis:link nis:type=tag nis:id=sadhu nis:value=sadhu nis:enabled=true nis:link/> <nis:link nis:type=tag nis:id=bondamundaps nis:value=bondamundaps nis:enabled=true nis:link/>
ବିରମିତ୍ରପୁର; ସାପ କାମୁଡାରେ ୬ ବର୍ଷ ର ନିର୍ବୋଧ ଶିଶୁ ର ମୃତ୍ୟୁ।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=biramitrapur nis:value=biramitrapur nis:enabled=true nis:link/> <nis:link nis:type=tag nis:id=snakebite nis:value=snakebite nis:enabled=true nis:link/> <nis:link nis:type=tag nis:id=chc nis:value=CHC nis:enabled=true nis:link/>
ବିରମିତ୍ରପୁର; ଅଖିଳ ଭାରତୀୟ କବି ସମ୍ମିଳନୀ ଅନୁଷ୍ଠିତ।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=biramitrapur nis:value=biramitrapur nis:enabled=true nis:link/> <nis:link nis:type=tag nis:id=kabisammelan nis:value=kabisammelan nis:enabled=true nis:link/>
ରାଉରକେଲା; ଅଖିଳ ଭାରତୀୟ ମଧ୍ଯଦେଶୀୟ ବୈଶ୍ଯ ସଭା ପକ୍ଷରୁ ଶ୍ରୀ ଗଣିନାଥ ଗୋବିନ୍ଦ ଜୀ ଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=trishaktidham nis:value=trishaktidham nis:enabled=true nis:link/>
SMS News Bureau Rourkela 

ରାଉରକେଲାରେ ‘ ରାଉରକେଲା ପ୍ରୋମୋ ରନ୍’ ଆୟୋଜିତ 

ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ପର୍ଯ୍ୟଟନ ବିଭାଗ ଓ ରାଉରକେଲା ମହାନଗର ନିଗମର ମିଳିତ ସହଯୋଗରେ 'ରାଉରକେଲା ପ୍ରମୋ ରନ୍' ଅୟୋଜିତ ହୋଇଥିଲା। ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥାନକୁ ଆହୁରି ସୁଦୃଢ଼ କରିବା ସହ ସ୍ଵଚ୍ଛତା ହିଁ ସେବା ଅଭିଯାନରେ ଜନଭାଗିଦାରୀକୁ ସକ୍ରିୟ କରିବା ତଥା ବ୍ୟକ୍ତିଗତ ଜୀବନରେ ସ୍ଵଚ୍ଛତା ଆପଣେଇବା ସହ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ସ୍ଵଚ୍ଛତା ବଜାୟ ରଖିବା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ମାରାଥନରେ ୫୫୦ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।

ମାନ୍ୟବର ବିଧାୟକ ରାଉରକେଲା ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ , ଉପଜିଲ୍ଲାପାଳ ପାନପୋଷ ଚନ୍ଦ୍ରକାନ୍ତ  ମଲ୍ଲିକ, ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ଉପାୟୁକ୍ତ ଅନିତା ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।

ଉଲ୍ଲେଖ ଯୋଗ୍ୟ କି ଅନଲାଇନ୍‌ ମାଧ୍ୟମରେ ପଞ୍ଜୀକରଣ କରିଥିବା ପ୍ରତିଯୋଗୀମାନେ ଆସନ୍ତା ୧୩ ଡିସେମ୍ବର ୨୦୨୬ରେ ଆୟୋଜିତ ହେବାକୁ ଥିବା ‘ପୁରୀ କୋଷ୍ଟାଲ ମାରାଥନ୍–୨୦୨୬’ରେ ଅଂଶଗ୍ରହଣ କରିବେ।
SMS News Bureau Bhubaneswar 

ବିଜେଡି ସଂଖ୍ୟାଲଘୁ ସେଲ୍ ର ସାଧାରଣ ପରିଷଦ ବୈଠକ।

ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ବିଜୁ ଜନତା ଦଳର ରାଜ୍ୟ ସଂଖ୍ୟାଲଘୁ ସେଲ୍ ସାଧାରଣ ପରିଷଦ ବୈଠକରେ ଯୋଗଦାନ କଲେ ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ୍ ତିର୍କୀ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଏବଂ ମାନ୍ୟବର ଦଳୀୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ଭାଇ-ଭଉଣୀମାନଙ୍କ ସାମାଜିକ, ଶୈକ୍ଷିକ ଓ ଅର୍ଥନୈତିକ ଉନ୍ନତି ପାଇଁ ଦଳର ନିରନ୍ତର ପ୍ରୟାସ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ସଂଖ୍ୟାଲଘୁ ସମାଜର ଅଧିକାର ସୁରକ୍ଷା, ସଶକ୍ତିକରଣ ଏବଂ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖିବା ଦିଗରେ ବିଜୁ ଜନତା ଦଳ ସର୍ବଦା ପ୍ରତିବଦ୍ଧ ବୋଲି ମତ ବ୍ୟକ୍ତ କରିଥିଲେ । ବୈଠକରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ସଂଖ୍ୟାଲଘୁ ସେଲ୍‌ର ବରିଷ୍ଠ ନେତୃବୃନ୍ଦ ଓ କର୍ମୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।
SMS News Bureau Rourkela 

ଚଳିତବର୍ଷ ଦୁର୍ଗାପୂଜା ସେକ୍ଟର 20 ABC ପେଣ୍ଡାଲ ରେ ଓ୍ବ।ଘା ବୋର୍ଡର ତୋରଣ।

ସେକ୍ଟର 20 ABC ରାଇଜିଂ ପଡ଼ିଆ ରେ ଏଥର ଦୁର୍ଗାପୂଜା ରେ ଦେଖିବାକୁ ମିଳିବ ଓ୍ବ।ଘା ବୋର୍ଡର ତୋରଣ। ସର୍ବଦା କିଛି ସ୍ବତନ୍ତ୍ର କରି ଚର୍ଚ୍ଚାରେ ରହି ଆସୁଥିବା ଏହି ପେଣ୍ଡାଲ ଏଥର ମଧ୍ୟ ଭିନ୍ନ ସ୍ବାଦ ଭକ୍ତ ଙ୍କୁ ଦେବାପାଇଁ ପ୍ରସ୍ତୁତ ହେଉଛି। ତେବେ ଅନୁସନ୍ଧାନ କରନ୍ତୁ.....

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=durgapuja nis:value=durgapuja nis:enabled=true nis:link/> <nis:link nis:type=tag nis:id=sector20abc nis:value=sector20ABC nis:enabled=true nis:link/> <nis:link nis:type=tag nis:id=pendal nis:value=Pendal nis:enabled=true nis:link/> <nis:link nis:type=tag nis:id=raisingground nis:value=raisingground nis:enabled=true nis:link/>
SMS News Bureau Rourkela 

ସେଲ୍ ଅଧ୍ୟକ୍ଷ ଡଃ ଅଶୋକ କୁମାର ପଣ୍ଡା ରାଉରକେଲା ଆଗମନ ଅବସରରେ ସେକ୍ଟର 3 ସ୍ଥିତ ଅହିରାବନ୍ଧ ଜଗନ୍ନାଥ ମନ୍ଦିର ରେ ମହାପ୍ରଭୁ ଙ୍କ ଦର୍ଶନ କରିଥିଲେ। ଏହି ସମୟରେ ଟ୍ରଷ୍ଟ ର ସଭାପତି ଗିରିଜା ଶଙ୍କର ଦ୍ବିବେଦୀ ମହାପ୍ରଭୁ ଙ୍କ ଅଙ୍ଗବସ୍ତ୍ର ପ୍ରଦାନ କରିଥିଲେ।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=cmd nis:value=CMD nis:enabled=true nis:link/> <nis:link nis:type=tag nis:id=sail nis:value=SAIL nis:enabled=true nis:link/> <nis:link nis:type=tag nis:id=ahirabandha nis:value=ahirabandha nis:enabled=true nis:link/>
SMS News Bureau Rourkela 

The 72nd Wildlife Week Celebration 2026 was observed with great enthusiasm in Rourkela to promote wildlife conservation, forest protection and Human–Wildlife Coexistence. The awareness rally was graced by Hon’ble MLA, Rourkela, Shri Sarada Prasad Nayak, respected DIG, RCCF, Collector, DFO Rourkela, senior forest officials and departmental staff. The rally commenced from DIPTI Hotel and proceeded towards IG Park, with around 150 school students and members of the public participating enthusiastically and spreading awareness about wildlife and forest conservation. As part of the celebration, a Wildlife Awareness Exhibition has also been organized at IG Park from 27 September to 2 October 2026, showcasing wildlife, biodiversity and various conservation initiatives. The exhibition is open to the public, inviting citizens, students and visitors to explore, learn and contribute towards protecting our rich natural heritage for future generations.
SMS News Bureau Rourkela 

“Everyone goes home safe, every day- our first and foremost priority,” emphasizes Dr. Ashok Kumar Panda, CMD, SAIL

“Our first and foremost priority is that everyone goes home safe, every day. No level of production or profit can justify an unsafe act,” strongly stressed Dr. Panda while interacting with senior officers of SAIL, Rourkela Steel Plant (RSP), at the Manthan Conference Hall on 27th September 2026. Mr. Alok Verma, Director-in-Charge (DIC), RSP, along with Executive Directors, Chief General Managers, and Heads of Departments, was present on the occasion.
The meeting commenced with a welcome address by the Director-in-Charge. In his address, the CMD thoroughly discussed critical operational areas requiring reinforcement across all levels, right from contract workers to Heads of Departments, emphasizing that any compromise on safety norms is unpardonable. Dr. Panda outlined six key focus areas, following which the participants took a pledge to act diligently on all six fronts without resorting to shortcuts or making exceptions. They also pledged to ensure the safety and well-being of their colleagues.
“If Safety, Maintenance, and Digitalization are top-notch, production will improve organically,” Dr. Panda added. He exhorted the RSP collective to boost the output of high-end value-added products that yield higher margins, while also highlighting the need for decarbonization initiatives, enhanced equipment health, and increased dispatch efficiency.   
During the interaction session, Dr. Panda deliberated on various issues raised by the senior officers. 
Mr. Alok Verma, thanked the CMD for his thoughtful guidance and stressed on the guidelines being followed diligently.
Notably, the CMD arrived at Rourkela in the morning of 27th September. He was accorded a warm welcome at the Airport by Mr. Alok Verma and other senior officers. Soon after, the CMD along with Director In-Charge and other senior officers visited various units of the Plant namely, New Plate Mill, SMS-2, Blast Furnace-5 and interacted with the concerned executives and employees.
ରାଉରକେଲା; QCFI ଶାଖା ଗୁଣବତ୍ତା ସମ୍ମିଳନୀ ବିପିୟୁଟି ରେ ଅନୁଷ୍ଠିତ।

<nis:link nis:type=tag nis:id=smanewsnetwork nis:value=smanewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=bput nis:value=BPUT nis:enabled=true nis:link/> <nis:link nis:type=tag nis:id=qcfi nis:value=QCFI nis:enabled=true nis:link/>