Public App Logo
ଘଷିପୁରାରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ଶିବିର ରେ ଯୋଗଦେଲେ ଶତାଧିକ ଭିନ୍ନକ୍ଷମ ବ୍ୟକ୍ତି। ପ୍ରତ୍ୟେକ ଗରିବ ଭିନ୍ନକ୍ଷମ ପରିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଯାଇ ପାରୁନଥିବାରୁ ସରକାରଙ୍କ ପକ୍ଷରୁ ସୁବିଧା ନିମନ୍ତେ ଭିନ୍ନକ୍ଷମ ଶିବିର ଆୟୋଜନ କରାଯାଉଛି। - Ghasipura News