ଓଡ଼ିଶାର ମାନ୍ୟବର ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗସ୍ତ କରି କ୍ରୀଟିକାଲ କେର ୟୁନିଟ୍ ର ଶୁଭ ଉଦ୍ଘାଟନ କରିବା ସହ ସମୀକ୍ଷା ବୈଠକ କରି ଚିକିତ୍ସାଳୟର ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଜୟପୂର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି କୋରାପୁଟ ଜିଲ୍ଲାରେ ଉତ୍ତମ ସ୍ଵାସ୍ଥ୍ୟ ଯୋଗାଇଦେବା ପାଇଁ ମନ୍ତ୍ରୀଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି।