Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
No video available

ବଡଗାଁ: ବ୍ଲକର ଦୁଇଟି ପରୀକ୍ଷା କେନ୍ଦ୍ରରେ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଦେଲେ ୪୬୮ ଛାତ୍ରଛାତ୍ରୀ

Baragaon, Sundargarh | Jan 7, 2025
ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମ ଲେଖା ପାଇଁ ଆଜି ବଡ଼ଗାଁ ବ୍ଳକର ଦୁଇ ଗୋଟି ପରୀକ୍ଷା କେନ୍ଦ୍ରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଛି। ବଡ଼ଗାଁ ହାଇସ୍କୁଲ ଓ ଆଦର୍ଶ ବିଦ୍ୟାଳୟ ପରିସରରେ ଏହି ପରିକ୍ଷା କରାଯାଇଥିଲା। ବ୍ଳକର ସମୁଦାୟ ୩୬୮ ଜଣ ଛାତ୍ରଛାତ୍ରୀ ଏହି ପରିକ୍ଷା ଦେଇଥିଲେ।