Public App Logo
Profile Picture

ସୁନ୍ଦରଗଡ଼ ଖବର

@bargaon
241799Followers
84Following
ବଡଗାଁ: ବରିଷ୍ଠ ନାଗରିକ ଙ୍କୁ ଏଏସଆଇ ଦଲାଲ କହିବା ବିରୋଧରେ ଏସପି ଙ୍କୁ ଅଭିଯୋଗ କରି ପ୍ରତିକ୍ରିୟା ପ୍ରକାଶ କଲେ ଅଭିଯୋଗକାରୀ।
ରାଜଗାଙ୍ଗପୁର: ଟ୍ରକରୁ ୨୬୦ ଲିଟର ଡିଜେଲ ଚୋରି, ଥାନାରେ ଅଭିଯୋଗ
ବୀରମିତ୍ରପୁର: ବଡ଼ଗାଁ ବସ୍ତି ରେ ଦୂତି ବାହାନ ଓଷା ପାଳିତ
ବୀରମିତ୍ରପୁର: ଗୀରିପଡା ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଯୋଗଦେଲେ ଉପବାଚସ୍ପତି।
ବଡଗାଁ: ବ୍ଳକ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ରାଜଗାଙ୍ଗପୁର: ବଡ଼ଗାଁ ରେ ସେବା ପକ୍ଷ ପାଳନ। ନିଜେ ହାତରେ ଝାଡ଼ୁ ଧରି ଆବର୍ଜନା ସଫା କଲେ ଉପବାଚସ୍ପତି!
ରାଜଗାଙ୍ଗପୁର: ଚଳନ୍ତା ଟ୍ରକରୁ ଖୋଲିଲା ଦୁଇ ଚକ!
ଚକ ମାଡ଼ରେ ଯୁବକ  ଆହତ, ପାନ ଦୋକାନରେ ପଶିଲା ଚକ!
ବୀରମିତ୍ରପୁର: ବେଆଇନ ପାର୍କିଂ ଓ ଜବରଦଖଲ ବିରୋଧରେ  ପୌରପାଳିକାର ସ୍ୱତନ୍ତ୍ର ଅଭିଯାନ!
ବଡଗାଁ: ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ
ବଡଗାଁ: ଆସ୍ଥା ଗୃହକୁ ଗଲେ ୫ ବର୍ଷ ବନ୍ଦ କୋଠରୀରେ ଥିବା ଯୁବତୀ
ରାଜଗାଙ୍ଗପୁର: ୩୬ କେଜି ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ।
ରାଜଗାଙ୍ଗପୁର: ରାଜପଥ ଉପରେ ପାଉଁଶ ଗୁଣ୍ଡ... ବିଷ ବଳୟରେ ପରିବେଶ!
ବୀରମିତ୍ରପୁର: ବଡ଼ଗାଁ ଡିଗ୍ରୀ କଲେଜରେ କେରିୟର କାଉନସେଲିଂ ଶିବିର।
ବଡଗାଁ: ୫ ବର୍ଷ ଧରି ଅନ୍ଧାର କୋଠରୀରେ ଯୁବତୀ 
ଆଶାକର୍ମୀଙ୍କ ସୂଚନା ପରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ, ପୁଲିସ ସହ ମିଶି କଲା ଉଦ୍ଧାର
ବୀରମିତ୍ରପୁର: ବଡ଼ଗାଁ ଥାନାରେ ଆମ ପୋଲିସ ସମିତି ବୈଠକ
ବଡଗାଁ: ମୃତ୍ୟୁ ଏମିତି ବି ଆସେ
ରାସ୍ତା ପାର ହେଉଥିବା ବେଳେ ଟ୍ରକ୍‌ ଚାଳକଙ୍କ ମୃତ୍ୟୁ
ରାଜଗାଙ୍ଗପୁର: ଡକାୟତି ଯୋଜନା ବିଫଳ: ୬ ଗିରଫ, ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ
ବୀରମିତ୍ରପୁର: ୧୪୩ ନମ୍ବର ଜାତୀୟ ରାଜପଥ ମରାମତି କାମ ଆରମ୍ଭ
ବଡଗାଁ: କୁମବାହାଲ ଗ୍ରାମ ରେ ଅନୁଷ୍ଟିତ ପଞ୍ଚଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ।
ରାଜଗାଙ୍ଗପୁର: ନିକଟରେ ଟ୍ରେନରୁ ଖସି ଅଜଣା ଯୁବକଙ୍କ ମୃତ୍ୟୁ।
ରାଉରକେଲା RGHରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ୩୦ ବର୍ଷୀୟ ଯୁବକ।
ବଡଗାଁ: ଦେବ ମଣ୍ଡପ ଠାରେ ଭାଗବତ ଜୟନ୍ତି ଓ ଇନ୍ଦ୍ର ପୂଜା ପାଳିତ
ବୀରମିତ୍ରପୁର: ଅଞ୍ଚଳରେ ପୁଣି ହାତୀ ଆତଙ୍କ! ହାତୀ ଆକ୍ରମଣରେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ।
ବୀରମିତ୍ରପୁର: ୟୁରିଆ ସାର ଖାଇ ଯୁବକଙ୍କ ମୃତ୍ୟୁ
ରାଜଗାଙ୍ଗପୁର: ବଡ଼ଗାଁର ପଞ୍ଚାୟତ ସମିତି ଡିଗ୍ରୀ କଲେଜରେ ପାଳିତ ହୋଇଛି ଜାତୀୟ ସେବା ଯୋଜନା ଦିବସ।
ବଡଗାଁ: ଆବାସ ଗୃହ ପାଇବା ଆଶାରେ ମହିଳା ବ୍ଳକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ପ୍ରକାଶ କଲେ ପ୍ରତିକ୍ରିୟା।