Public App Logo
ବୋରିଗୁମ୍ମା-ଜୟପୁର-ନବରଙ୍ଗପୁର ରେଳ ପ୍ରକକ୍ପ ପାଇଁ ଚାଲିଛି ଜମି ଅଧିକରଣ।ଅଧିକାରଣ ଜମି କୁ ରେଳ ବିଭାଗ କୁ ହସ୍ତାନ୍ତର କରୁଛି ରାଜସ୍ୱବିଭାଗ।ଜୟପୁର-ନବରଙ୍ଗପୁର ନୂତନ ରେଳପଥ ପ୍ରକଳ୍ପ ପାଇଁ ରେଳ ବିଭାଗ କୁ ୯୯ ଏକର ଜମି ହସ୍ତାନ୍ତର ହୋଇଛି । ନୂତନ ରେଳପଥ କାମ ତ୍ବରାନ୍ବିତ ହେବ ବୋଲି ଆଶା ସଞ୍ଚାର ହୋଇଛି। - Koraput Town News