ପୁରୀ: ପୁରୀ କଂଗ୍ରେସର ସାଙ୍ଗଠନିକ ରଣନୀତି ନେଇ ଭକ୍ତ ଚରଣ ଦାସ ଓ ରାଜେଶ ମିଶ୍ରଙ୍କ ଆଲୋଚନା
Puri, Puri | Oct 3, 2026
ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଞ୍ଜିନିୟର ରାଜେଶ ମିଶ୍ର ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କୁ ସାକ୍ଷାତ କରିଛନ୍ତି। ଦଳର ସାଙ୍ଗଠନିକ ମଜବୁତି ଓ ଜନସ୍ୱାର୍ଥ ପ୍ରସଙ୍ଗରେ ହୋଇଛି ଆଲୋଚନା।