Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh

ମାଲକାନଗିରି: ବଡ଼ପଡ଼ା ମଣ୍ଡଳରେ ବିଜେପି ପକ୍ଷରୁ BLA - 2 ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ, ଯୋଗଦେଲେ ନବରଙ୍ଗପୁର ସାଂସଦ

Malkangiri, Malkangiri | Jul 13, 2026

MORE NEWS

ମାଲକାନଗିରି କ୍ରୀଡ଼ା ହଷ୍ଟେଲରେ ନୂତନ କ୍ରୀଡ଼ାବିତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା: ଯୋଗଦେଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ I ନୂତନ ଭାବେ ଯୋଗ ଦେଇଥିବା କ୍ରୀଡ଼ା ଛାତ୍ରମାନଙ୍କ ପାଇଁ ଏକ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୋଦ ପାଟିଲ  ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ନୂତନ ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ।

Malkangiri, Malkangiri | Aug 17, 2026

ବାଘ ଆକ୍ରମଣରେ ୪ବର୍ଷର ଶିଶୁ କନ୍ୟା ଗୁରୁତର  : ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଜନ୍ଦ୍ରାଗୁଡାରେ ବାଘ ଆତଙ୍କ #AdarshNewsLive

ଜୟପୁର ଗ୍ଳୋକାଲ ହସ୍ପିଟାଲ ପଛପଟ ପ୍ରକାଶ ନଗରରେ ବାଘ କିମ୍ବା ବନ ଭୂଆ ପାଦ ଚିହ୍ନ ଏବଂ ସିସିଟିଭି ଫୁଟେଜ ର ଭିଡିଓ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ କହୁଛନ୍ତି ଏହା ବାଘ ପାଦ ଚିହ୍ନ ଅଥବା ଗଧିଆ ବାଘର ହୋଇଥିବ। ଏହାକୁ ନେଇ ଘଟଣାସ୍ଥଳରେ ଜୟପୂର ବନବିଭାଗ ଦଳ ପହଞ୍ଚି ପାଦ ଚିହ୍ନକୁ ଯାଞ୍ଚ୍ କରିବା ସହ ଲୋକଙ୍କୁ ଭୟଭୀତ ନହେବା ପାଇଁ ସୂଚନା ଦେଇଛନ୍ତି। ବନବିଭାଗ ଦଳଙ୍କ କହିବା ଅନୁସାରେ ଏହି ପାଦ ଚିହ୍ନ 'ବନ ଭୂଆ' ବିରାଡ଼ି ଯାହାର ଆକାର କିଛି ବଡ଼ ରହିଛି। ତେଣୁ ସିସିଟିଭିକୁ ଭଲଭାବରେ ଦେଖିଲେ ଏହାର ଚିତ୍ର ଆହୁରି ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଇଛି।