Public App Logo
ଜୟପୁର-ଜୟପୁର ସହର ରେ ତ୍ରିରଙ୍ଗା ଶୋଭାଯାତ୍ରା।ଶୋଭାଯାତ୍ରା ରେ ସାମିଲ ହେଲେ ବିଧାୟକ ତାରା ପ୍ରସାଦ ବାହିନୀ ପତି ଏବଂ ମନ୍ତ୍ରୀ ସମ୍ପଦ ସ୍ୱାଇଁ।ବୀର ସହୀଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଦେଲେ ଆହ୍ୱାନ।ଧୁମ ଧାମ ରେ ପାଳିତ ହେଲା ଶୋଭାଯାତ୍ରା। - Koraput Town News