Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ଜିଲ୍ଲା ପ୍ରଶାସନ, ମାଲକାନଗିରି ପକ୍ଷରୁ ଏକ ନିଆରା ପ୍ରୟାସ “ବସ୍ତ୍ର ଉପହାର କେନ୍ଦ୍ର” (ବସ୍ତ୍ର ସହାୟତା କାର୍ଯ୍ୟକ୍ରମ) ଆରମ୍ଭ କରାଯାଇଛି। ଆପଣଙ୍କ ଘରେ ପଡ଼ିଥିବା ବ୍ୟବହାରଯୋଗ୍ୟ ପୁରୁଣା କିମ୍ବା ନୂଆ ପୋଷାକ ଏଠାରେ ଦାନ କରି ଅନ୍ୟମାନଙ୍କ ମୁହଁରେ ହସ ଫୁଟାନ୍ତୁ। କାର୍ଯ୍ୟକ୍ରମର ମୁଖ୍ୟ ବିଶେଷତା: ବସ୍ତ୍ର ଦାନ କରନ୍ତୁ: ଆପଣଙ୍କ ପାଖରେ ଥିବା ପୁରୁଣା କିନ୍ତୁ ପରିଷ୍କାର ବସ୍ତ୍ର ଏଠାରେ ଦାନ କରନ୍ତୁ। ନିଜ ପସନ୍ଦର ପୋଷାକ ବାଛନ୍ତୁ: ଆବଶ୍ୟକତା ଅନୁଯାୟୀ ଲୋକମାନେ ନିଜ ପସନ୍ଦ ଓ ମାପ ମୁତାବକ ପରିଷ୍କାର ପୋଷାକ ମାଗଣାରେ କିମ୍ବା ସ୍ଵଳ୍ପ ମୂଲ୍ୟରେ ନେଇପାରିବେ। ମାନବତାର ସେବା: ଆପଣଙ୍କର ସାମାନ୍ୟ ସହଯୋଗ ଅନ୍ୟମାନଙ୍କ ଜୀବନରେ ଏକ ନୂତନ ପ୍ରେରଣା ସାଜିବ। "ସହଯୋଗ କରନ୍ତୁ, ସମ୍ମାନ କରନ୍ତୁ, ମାନବତା ବଞ୍ଚାନ୍ତୁ।" ସ୍ଥାନ: ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ମାଲକାନଗିରି, ଓଡ଼ିଶା ପୋଷାକ ଦାନ କରିବା ପାଇଁ ଯୋଗାଯୋଗ କରନ୍ତୁ: 8895237871, 9437951746

Malkangiri, Malkangiri | Aug 10, 2026

MORE NEWS