ଧଳା ଜହର କାରବାର ଚାଲିଥିବା ବେଳେ ଚଢ଼ାଉ କରି ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ କାବୁ କରିବାରେ ସଫଳ
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଗୁପ୍ତ ସୂଚନା ଆଧାରରେ ଜଳେଶ୍ୱର ଥାନା ଅଧିକାରୀ ଅଶୋକ କୁମାର ବାରିକ ଓ ତାଙ୍କର ପୋଲିସ ଟିମ ପଞ୍ଚୁଘଣ୍ଟା ଅଞ୍ଚଳର ସୁବର୍ଣ୍ଣରେଖା ନଦୀ କୂଳରେ ପୂର୍ବରୁ ଛକି ବସିଥିଲା। ଧଳା ଜହର କାରବାର ଚାଲିଥିବା ବେଳେ ଚଢ଼ାଉ କରି ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ କାବୁ କରିବାରେ ସଫଳ
Surajtv Surajtv Odia
Basta, Balasore | Jul 27, 2026