ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ପଂଚାୟତ ବଡଖୁଡୀ ଠାରେ ନୁତନ ହନୁମାନ ମନ୍ଦିର ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି କଂଗ୍ରେସ ଜିଲ୍ଲା ଉପସଭାପତି ସୁଧାଂଶୁ ଶେଖର ଜେନା ସମାଜ ସେବୀ ଦେବେନ୍ଦ୍ର ବେହେରା ବ୍ୟାଙ୍କ ଅଧିକାରୀ ଅଜୟ ମହାଳିକ ଯୋଗ ଦେଇ ଶୁଭ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ନିତ୍ୟାନନ୍ଦ ଜେନା ସାନ୍ତନୁ ଜେନା ବାବୁ ରାମ ଜେନା କଟିବାବୁ ଜେନା କୁନାଲ ରାଉଳ ଅମିତ୍ କୁମାର ଦାସ ପରିଚାଳନା କରିଥିଲେ
Basta, Balasore | Aug 28, 2026