Public App Logo
ମାଲକାନଗିରି ଜିଲ୍ଲା ବିଜେଡିର ପୂର୍ବତନ ଏସ୍‌ଡିସି ଅଧ୍ୟକ୍ଷ ଶ୍ରୀ ଆଡ଼ମା ରାବାଙ୍କ ଇସ୍ତଫା । କାହିଁକି ଇସ୍ତଫା ଦେବାକୁ ନିଷ୍ପତ୍ତି ନେଲେ? କ’ଣ ରହିବ ଶ୍ରୀ ଆଡ଼ମା ରାବାଙ୍କ ଆଗାମୀ ରାଜନୈତିକ ଯାତ୍ରା? ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗଦେବେ କି? ତେବେ ଚର୍ଚ୍ଚା ମଧ୍ୟରେ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି ଆଣ୍ଟି-ପାର୍ଟି ଆକ୍ଟିଭିଟି (ଦଳ ବିରୋଧୀ କାର୍ଯ୍ୟକଳାପ) ଅଭିଯୋଗରେ ଦଳ ପକ୍ଷରୁ ମଧ୍ୟ ତାଙ୍କୁ ପଦରୁ ହଟାଯାଇଥିବା ସୂଚନା ରହିଛି। #BJD #Malkangiri #Admaraba - Malkangiri News