Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

କାଳିମେଳା ପୋଲିସର ବଡ଼ ଚଢ଼ାଉ I କାଳିମେଳା ଥାନା ପୋଲିସ ସୁଧାକୋଣ୍ଡା ଗାଁ ନିକଟରେ ଏକ ଆମ୍ବୁଲାନ୍ସକୁ ଅଟକାଇ ୨୦୦ କେଜି ଗଞ୍ଜେଇ ଜବତ କରିଛି। ଆମ୍ବୁଲାନ୍ସ, ମୋବାଇଲ ଫୋନ୍ ସହ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ମହାରାଷ୍ଟ୍ରର ପୁଣେ ଅଞ୍ଚଳର ବୋଲି ଜଣାପଡ଼ିଛି। #KalimelaPolice #NDPS #GanjaSeized #Malkangiri #BreakingNews

Malkangiri, Malkangiri | Aug 13, 2026

MORE NEWS