Public App Logo
#ରାଜ୍ୟ_କଂଗ୍ରେସକୁ_ଚାନ୍ଦା_ଭରସା! ପଞ୍ଚାୟତ ନିର୍ବାଚନ ପାଇଁ ଲୋକଙ୍କୁ ଟଙ୍କା ମାଗିବ କଂଗ୍ରେସ। ଲୋକଙ୍କୁ ୧୦୦ ଟଙ୍କା ଲେଖାଏଁ ସଂଗ୍ରହ କରିବାକୁ କଂଗ୍ରେସର ଅଭିଯାନ। ଦଳକୁ ସଂଗଠିତ କରିବା ପାଇଁ ସୃଷ୍ଟି କରିବ ୧୫ ଲକ୍ଷ କ୍ୟାଡର। #OdishaCongress #OdishaPolitics #viralpost - Konark News