Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ଆଜି ସକାଳ 6.00am ସମୟରେ Excise dist mobile unit, orkel ଥାନା ଅନ୍ତର୍ଗତ Mv.72ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବାଲିମେଳା ପଟୁ ଗୋଟେ ମୋଟର ସାଇକେଲ ଦ୍ରୁତ ଗତିରେ ଆସୁଥିବା ଦେଖି ସନ୍ଦେହ ହେବାରୁ ଅଟକାଇ ଚେକ କରିବାରୁ ସେଥିରୁ 14.00kgଗଞ୍ଜାଇ ଜବଦ କରିବା ସହ ମୋଟର ସାଇକେଲ କୁ ଜବଦ କରାଯାଇଛି. ଏହି ଗଞ୍ଜାଇ ସେ ଛତିଶଗଡ ର ସୁକୁମା ଅଭିମୁଖେ ନେଉଥିବାର ସ୍ବୀକାର କରିଛି .ଏହାର ଆନୁମାନିକ ମୂଲ୍ୟ-140000ହେବ..ଆସାମୀ ନାମ = ବିକ୍ରମ ଖିଲ .. ... ତାହାର ଘର ମଜୁରଲେଣ୍ଡି ବୋଲି ଜଣା ପଡିଛି..ଏହି ଚଢାଉରେ ଷ୍ଟାଫ... ଇନ୍ସପେକଟର ବିଙ୍ଗରାଜ ଦାମୀ , ଜ୍ଞାନରଞ୍ଜନ ସାହୁ,ଦୀନବନ୍ଧୁ ସିରା , ପାଣ୍ଡଵ ଟୁଡୁ,ଚନ୍ଦନ ଚେଟି ପ୍ରମୁଖ ସାମିଲ ଥିଲେ

MORE NEWS