ମାଲକାନଗିରି ଜିଲ୍ଲା ପାଇଁ ଗର୍ବର ମୁହୂର୍ତ୍ତ!
ମାଲକାନଗିରି ଝିଅ ଜୟନ୍ତୀ ବୁରୁଦା ଦେଶର ଲୋକପ୍ରିୟ କୁଇଜ୍ ଶୋ KBC (କୌନ୍ ବନେଗା କରୋଡପତି) ର ହଟ୍ ସିଟ୍ରେ ନଜର ଆସିବେ।
ଆସନ୍ତା ୧୦ ଅଗଷ୍ଟ, ରାତି ୯ଟାରେ
Sony TV ରେ ହେବ ଏହି ବିଶେଷ ଏପିସୋଡ୍ର ପ୍ରସାରଣ ହେବ ।
#Malkangiri #JayantiBuruda #KBC #KaunBanegaCrorepati #SonyTV #MalkangiriPride #ProudMoment