ବନ୍ୟା ଛାଡ଼ିବାର ୧୨ ଦିନ ପରେ ବି କମୁନି ଚାଷୀଙ୍କ ଦୁର୍ଦ୍ଦଶା! ବାଇକ୍ରେ ପହଞ୍ଚି ବନ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କଲେ ଜଳେଶ୍ୱର ବିଧାୟକ ଅଶ୍ୱନୀ କୁମାର ପାତ୍ର
ବନ୍ୟା ଜଳ ଛାଡ଼ିବାର ୧୨ ଦିନ ପରେ ମଧ୍ୟ ଚାଷୀଙ୍କ ଦୁର୍ଦ୍ଦଶା ଦୂର ହୋଇନାହିଁ। ବନ୍ୟା ପ୍ରଭାବିତ ଅଞ୍ଚଳରେ ବାଇକ୍ରେ ପହଞ୍ଚି ଚାଷଜମି ଓ ଚାଷୀଙ୍କ ସମସ୍ୟାର ସ୍ଥିତି ଅନୁଧ୍ୟାନ କଲେ ଜଳେଶ୍ୱର ବିଧାୟକ ଅଶ୍ୱନୀ କୁମାର ପାତ୍ର
CMO Odisha Pratap Chandra Sarangi Surajtv Surajtv Odia Brajamohan Pradhan