ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବରୁଣଗଡ଼ିଆ ଗ୍ରାମରେ ଏକ ବଡ଼ଧରଣର ବିଦ୍ୟୁତ ବିଭ୍ରାଟ ଘଟିଥିବା ନେଇ ଖବର ମିଳିଛି। ଗ୍ରାମର ଏକ ବିଦ୍ୟୁତ ତାର ଉପରେ ହଠାତ୍ ଏକ ବିଶାଳ ଗଛ ଭାଙ୍ଗି ପଡ଼ିବାରୁ ସେଠାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ବିଦ୍ୟୁତ ତାର ଉପରେ ଗଛ ଡାଳ କିମ୍ବା ଗଛ ପଡ଼ିଯିବା ଯୋଗୁଁ ଲାଇନ୍ କାଟି ହୋଇଯାଇଛି।ପ୍ରାୟ ୩ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଏହି ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ l ସ୍ଥାନୀୟ ଅଂଚଳ ଲୋକେ ବହୁ ଅସୁବିଧା ର ସମ୍ମୁଖୀନ
Surajtv PMO India Surajtv Odia Pratap Chandra Sarangi CMO Odisha Kanak Vardhan Singh Deo #TPNODL Tpnodl Odisha basta #balasore
Basta, Balasore | Jul 26, 2026