Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
ମାଲକାନଗିରି: ମାଲକାନଗିରି ପୋଲିସ ଦ୍ବାରା ଦୁଇ ସାଇବର ଅପରାଧୀ ଙ୍କୁ ଗିରଫ ନେଇ ନିଜ କାର୍ଯ୍ୟାଳୟ ରେ ପ୍ରତିକ୍ରିୟା ରଖିଲେ ଏସପି - Malkangiri News
khabr.malyabanta
ମାଲକାନଗିରି: ମାଲକାନଗିରି ପୋଲିସ ଦ୍ବାରା ଦୁଇ ସାଇବର ଅପରାଧୀ ଙ୍କୁ ଗିରଫ ନେଇ ନିଜ କାର୍ଯ୍ୟାଳୟ ରେ ପ୍ରତିକ୍ରିୟା ରଖିଲେ ଏସପି
Malkangiri, Malkangiri
| Mar 8, 2026
MORE NEWS
ବାଘ ଆକ୍ରମଣରେ ୪ବର୍ଷର ଶିଶୁ କନ୍ୟା ଗୁରୁତର : ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଜନ୍ଦ୍ରାଗୁଡାରେ ବାଘ ଆତଙ୍କ #AdarshNewsLive
Malkangiri, Malkangiri | Aug 17, 2026
ଜୟପୁର ଗ୍ଳୋକାଲ ହସ୍ପିଟାଲ ପଛପଟ ପ୍ରକାଶ ନଗରରେ ବାଘ କିମ୍ବା ବନ ଭୂଆ ପାଦ ଚିହ୍ନ ଏବଂ ସିସିଟିଭି ଫୁଟେଜ ର ଭିଡିଓ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ କହୁଛନ୍ତି ଏହା ବାଘ ପାଦ ଚିହ୍ନ ଅଥବା ଗଧିଆ ବାଘର ହୋଇଥିବ। ଏହାକୁ ନେଇ ଘଟଣାସ୍ଥଳରେ ଜୟପୂର ବନବିଭାଗ ଦଳ ପହଞ୍ଚି ପାଦ ଚିହ୍ନକୁ ଯାଞ୍ଚ୍ କରିବା ସହ ଲୋକଙ୍କୁ ଭୟଭୀତ ନହେବା ପାଇଁ ସୂଚନା ଦେଇଛନ୍ତି। ବନବିଭାଗ ଦଳଙ୍କ କହିବା ଅନୁସାରେ ଏହି ପାଦ ଚିହ୍ନ 'ବନ ଭୂଆ' ବିରାଡ଼ି ଯାହାର ଆକାର କିଛି ବଡ଼ ରହିଛି। ତେଣୁ ସିସିଟିଭିକୁ ଭଲଭାବରେ ଦେଖିଲେ ଏହାର ଚିତ୍ର ଆହୁରି ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଇଛି।
Malkangiri, Malkangiri | Aug 17, 2026
୧୧ ଦଫା ଦାବି ପୂରଣ ନେଇ ରାଜରାସ୍ତାରେ ଅଙ୍ଗନବାଡ଼ି ଓ ଆଶା କର୍ମୀ। #AnganwadiWorkers #AshaWorkers #OdishaNews #Protest #DemandForRights #DailyUpdate
Malkangiri, Malkangiri | Aug 17, 2026
ସମାଜ ପକ୍ଷରୁ ମାଲକାନଗିରିର ମୁଦୁଲିପଡ଼ାଠାରେ ମେଗା ସ୍ୱାସ୍ଥ୍ୟ ଶିବିର: ୨୦୦ରୁ ଉର୍ଦ୍ଧ୍ୱ ବଣ୍ଡା ଜନଜାତିଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା । #Khairput
Malkangiri, Malkangiri | Aug 17, 2026
ଭାରତୀୟ ମଜ଼ଦୁର ସଂଘ ତରଫରୁ ଅଙ୍ଗନବାଡି ଦିଦି , ଆଶା, ହେଲପରଙ୍କ ବିରାଟ ରାଲି, ୧୧ ଦଫା ଦାବି #rally #BMS #anganwadisevikastrike #MalkangiriDistrict
Malkangiri, Malkangiri | Aug 17, 2026