ରାୟଗଡା: ରାୟଗଡ଼ା: ଟିକିରି ଥାନା ପୋଲିସ ଦ୍ୱାରା 41ଟି ମଇଁଷି ଉଦ୍ଧାର, 2ଟି ଗାଡ଼ି ଜବତ
ରାୟଗଡ଼ା ଜିଲ୍ଲାର ଟିକିରି ଥାନା ଅଞ୍ଚଳରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। 41ଟି ମଇଁଷିକୁ ଉଦ୍ଧାର କରିବା ସହ 2ଟି ଗାଡ଼ି ଜବତ କରାଯାଇଛି। ପଶୁଙ୍କ ପ୍ରତି ନିଷ୍ଠୁରତା ନିବାରଣ ଆଇନ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି।