କଳାହାଣ୍ଡି: ଧର୍ମଗଡ଼ରେ ପଣ୍ଡରା ମାଳି ସେବା ସଂଘର ନୂଆଁଖାଇ ଭେଟଘାଟ: ୪୬ ୟୁନିଟ ରକ୍ତ ସଂଗ୍ରହ
Kalahandi, Kalahandi | Oct 4, 2026
ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପରେ ପଣ୍ଡରା ମାଳି ସେବା ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ। ଏହି ଅବସରରେ ମଶାଲ ଯାତ୍ରା ଓ ରକ୍ତଦାନ ଶିବିରରେ ୪୬ ୟୁନିଟ ରକ୍ତ ସଂଗ୍ରହ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଓ ପଡୋଶୀ ରାଜ୍ୟର ସମାଜସେବୀମାନେ ଯୋଗ ଦେଇଥିଲେ।