ବାଲେଶ୍ବର ସଦର: ଆସନ୍ତା 8 ତାରିଖରେ 12 ଘଣ୍ଟିଆ ଓଡ଼ିଶା ବନ୍ଦ, ଇଣ୍ଡିଆ ମେଣ୍ଟର ଡାକରା
ଆସନ୍ତା ୮ ତାରିଖରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଖଣି ଆଇନ, ନିର୍ବାଚନ ଆୟୋଗ, ପାଠ୍ୟପୁସ୍ତକ ଓ ବନ୍ୟା ପରିଚାଳନା ନେଇ ୪ ଦଫା ଦାବିରେ ଏହି ଆନ୍ଦୋଳନ ହେବ ବୋଲି ବାଲେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ମିଳିଛି।