ବିରିଡି: ଜିଲ୍ଲାରେ ପାଳିତ ହେଲା ସମବାୟ ସମ୍ବଧ ଦିବସ, ଉଦଘାଟନ କଲେ ଜିଲ୍ଲାପାଳ
ଜିଲ୍ଲାସ୍ତରୀୟ ସମବାୟ ସମ୍ବଧ ଦିବସ ଅନୁଷ୍ଠିତ। ଜିଲ୍ଲାପାଳ ଜେ ସୋନାଲ ଏହାକୁ ଉଦଘାଟନ କରି ଚାଷୀଙ୍କୁ ସମବାୟ ସମିତି ସହିତ ଯୋଡ଼ିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ମନୋଜ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।