ପାରଳାଖେମୁଣ୍ଡି: ଗଜପତିରେ ଗାନ୍ଧୀ ଜୟନ୍ତୀ ପାଳନ: କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ପାରଳାଖେମୁଣ୍ଡିରେ ଗାନ୍ଧୀ ଜୟନ୍ତୀ ପାଳିତ। ଜିଲ୍ଲା କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ପୂର୍ବତନ ବିଧାୟକ ସ୍ୱର୍ଗତ ତ୍ରିନାଥ ସାହୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।