Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

ଚମ୍ପୁଆ: ବରପଦା ଜଙ୍ଗଲ ନିକଟରେ ଦୁଇଟି ବାଇକ ଭାଙ୍ଗିଲେ ହାତୀ

Champua, Kendujhar | Dec 14, 2025
କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ଅଧିନସ୍ଥ ବରପଦା ଜଙ୍ଗଲ ନିକଟରେ ଆଜି ଦୁଇଟି ହାତୀ ଦୁଇ ବାଇକ ଭାଙ୍ଗି ଦେଇଥିବା ଦେଖା ଯାଇଛି। ଲୋକେ ଚିତ୍କାର କରିବା ଫଳରେ ସେମାନେ ତାହା ଛାଡି ଜଙ୍ଗଲକୁ ଚାଲି ଯାଇଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ସୂଚନା ରହିଛି।
ଚମ୍ପୁଆ: ବରପଦା ଜଙ୍ଗଲ ନିକଟରେ ଦୁଇଟି ବାଇକ ଭାଙ୍ଗିଲେ ହାତୀ - Champua News