#ଏନସିରେ_ଏଥର_ବିସିଜେଡି_ବନାମ_ଏବିଭିପି_ଲଢ଼େଇ
#ପିଲାଏ_କହିଲେ_ଗେଟ_ଓ_ଗାର୍ଡ_ନିହାତି_ଜରୁରୀ
ନରସିଂହ ଚୌଧୁରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ କଲେଜ ନିର୍ବାଚନକୁ ନେଇ ସରଗରମ ରାଜନୀତି। ପିଲାଏ କହିଲେ ଗେଟ ଓ ଗାର୍ଡ ନିହାତି ଜରୁରୀ। ପ୍ରବେଶ ଦ୍ୱାରରେ ଗେଟ ନାହିଁ କି କଲେଜ କ୍ୟାମ୍ପସରେ ପାନୀୟ ଜଳର ଅଭାବ। ତମାମ ସମସ୍ୟାକୁ ପୁଞ୍ଜି କରି କଲେଜ କ୍ୟାମ୍ପସରେ ନିର୍ବାଚନ ମୁଦ୍ଦା ହେବ।
#StudentElectionUpdate
#GroundZero
#NCAutonominusCollege
#NCCollegeStudentElection
#NCCollegeGateIssue
#NCCollegeGuardIssue
#JajpurCollegeElection
#ABVPStudentElection
#BCJDStudentElection
#AustinNews
#OdishaNews
Badachana, Jajpur | Oct 7, 2026