ସ୍ୱାଧୀନତା ଦିବସର ଅବସରରେ ମିଡିଆ ଏକାଦଶ ଓ ଓକିଲ ସଂଘ ମଧ୍ୟରେ ଆୟୋଜିତ ହେଲା ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍। ⚽🇮🇳
ପ୍ରତିଯୋଗିତାର ଉତ୍ସାହ ମଧ୍ୟରେ ଉଭୟ ଦଳ ଦେଖାଇଥିଲେ ଖେଳୁଆଡ଼ ମନୋଭାବ ଓ ପରସ୍ପର ପ୍ରତି ସମ୍ମାନ। ଖେଳ ମାଧ୍ୟମରେ ଭାଇଚାରା ଓ ଏକତାର ଏକ ସୁନ୍ଦର ବାର୍ତ୍ତା ଦେଇଥିଲେ ମିଡିଆ ଓ ଓକିଲ ସଂଘର ସଦସ୍ୟମାନେ। 🤝⚽
Sundargarh, Sundargarh | Aug 17, 2026