କୁଜଙ୍ଗ: ପାରାଦୀପରେ ପାଳିତ ହେଲା ମହାତ୍ମା ଗାନ୍ଧୀ ଜୟନ୍ତୀ: ଶୁଭାରମ୍ଭ ହେଲା ସ୍ୱଚ୍ଛତା ରଥ
ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକୀରେ ପାରାଦୀପ ବନ୍ଦରରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ । ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ସ୍ୱଚ୍ଛତା ରଥର ଶୁଭାରମ୍ଭ ସହ ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ମାନିତ କରାଯାଇଛି।