Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ପର୍ଦ୍ଦାଫାସ୍ କଲା ଗୋଲନ୍ଥରା ପୋଲିସ ,ଚାରି ଡକାୟତ ଗିରଫ ୬ଲକ୍ଷ ୯୨ହଜାର ଟଙ୍କା ଉଦ୍ଧାର #gtvnewsodisha #berhampur #ganjam #odisha #silkcity

Ganjam, Ganjam | Aug 16, 2026

MORE NEWS

ଭାରତ ରତ୍ନ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ପୁଣ୍ୟତିଥି ପାଳିତ ।  ଫୋଟୋ ଚିତ୍ରରେ ପୁଷମାଲ୍ୟ ଅର୍ପଣ ସହିତ ତିଲତର୍ପଣ କରି ସ୍ମୃତିଚାରଣ କଲେ ବହୁ ବିଜେପି କର୍ମୀ

#gtvnewsodisha #berhampur #ganjam #odisha #silkcity

ଭାରତ ରତ୍ନ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ପୁଣ୍ୟତିଥି ପାଳିତ । ଫୋଟୋ ଚିତ୍ରରେ ପୁଷମାଲ୍ୟ ଅର୍ପଣ ସହିତ ତିଲତର୍ପଣ କରି ସ୍ମୃତିଚାରଣ କଲେ ବହୁ ବିଜେପି କର୍ମୀ #gtvnewsodisha #berhampur #ganjam #odisha #silkcity

Ganjam, Ganjam | Aug 16, 2026

କୁକୁଡ଼ାଖଣ୍ଡିରେ ବିଭାଜନ ବିଭୀଷିକା ସ୍ମୃତି ଦିବସ

#gtvnewsodisha #berhampur #ganjam #odisha #silkcity

କୁକୁଡ଼ାଖଣ୍ଡିରେ ବିଭାଜନ ବିଭୀଷିକା ସ୍ମୃତି ଦିବସ #gtvnewsodisha #berhampur #ganjam #odisha #silkcity

Ganjam, Ganjam | Aug 15, 2026

ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ ପରିସରରେ ୮୦ ତମ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି. ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅନୁଷ୍ଠିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି।

#gtvnewsodisha #berhampur #ganjam #odisha #silkcity

ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ ପରିସରରେ ୮୦ ତମ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି. ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅନୁଷ୍ଠିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। #gtvnewsodisha #berhampur #ganjam #odisha #silkcity

Ganjam, Ganjam | Aug 15, 2026