Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

କେଗାଁଓ: ଗୋଲାମୁଣ୍ଡା ଠାରେ ଅଜଣା ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ ଘଟଣା, କ୍ଷତିପୂରଣ ଦାବୀରେ ରାସ୍ତାରୋକ

Kegaon, Kalahandi | Sep 22, 2025
ଗତକାଲି 21ତାରିଖ ରବିବାର ଗୋଲାମୁଣ୍ଡା ଥାନା ନିକଟରେ ଏକ ବାଇକ କୁ ଅଜଣା ଟ୍ରକ ଧକ୍କା ଦେଇଥିଲା। ଟ୍ରକ ଟି ଧକ୍କା ଦେବା ଫଳରେ ବାଇକ ଆରୋହୀ ଜଣକର ମୃତ୍ୟୁ ଘଟିଥିଲା । ମୃତ ବାଇକ ଆରୋହୀ ଜଣକ ହେଲେ ଗୋଲାମୁଣ୍ଡା ଗ୍ରାମର ମାନ ମାଝୀ (୪୦) ବୋଲି ଜଣାପଡିଛି । ସୂଚନା ମତେ ଗୋଲାମୁଣ୍ଡା ଥାନାକୁ କୌଣସି କାମ ପାଇଁ ଯାଇ ନିଜ ଘର କୁ ଓଡି ୨୬ ୪୦୭୧ ନମ୍ବର ବିଶିଷ୍ଟ ଏକ ବାଇକ୍ ଯୋଗେ ଫେରୁଥିବା ସମୟରେ ବିଜୁ ଏକ୍ସପ୍ରେସ ୱେ ରେ ଧର୍ମଗଡ ପଟୁ ଆସୁଥିବା ଗୋଟିଏ ଅଜଣା ଟ୍ରକ୍ ବାଇକ ଚାଲକ ଉପରେ ଚଢି ଯାଇଥିଲା ।