ପରଜଙ୍ଗ: ଢେଙ୍କାନାଳ: ୪ ଦିନର ଜଳ ସଙ୍କଟ ପରେ ତତ୍ପର ପ୍ରଶାସନ, ଆରମ୍ଭ ହେଲା କାମ
ଢେଙ୍କାନାଳ ସଦର ଭାପୁର ପଞ୍ଚାୟତ ଗୋବିନ୍ଦେଇ ସାହିରେ ୪ ଦିନ ହେଲା ପାଣି ପାଇଁ ହାହାକାର। ୪୦ ପରିବାର ନିର୍ଭର କରୁଥିବା କୂଅ ଭୁଶୁଡ଼ି ପଡ଼ିବାରୁ ସମସ୍ୟା ବଢ଼ିଥିଲା। ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପର ହୋଇ କାର୍ଯ୍ୟ ଆରମ୍ଭ କରିଛି।