କୋଟପାଡ: କୋଟପାଡ଼ ବନ୍ୟାଞ୍ଚଳ ଗସ୍ତ କଲେ ବିଜେଡି ନେତା, ପ୍ରଭାବିତଙ୍କୁ ଯୋଗାଇଲେ ସହାୟତା
କୋରାପୁଟ କୋଟପାଡ଼ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ବିଜେଡି ନେତା। କର୍ଲାହାଣ୍ଡି, ଲହାଞ୍ଜା, ସୁର୍ଲି ଓ ଦେଓସରୁଗୁଡ଼ା ଗାଁର ପ୍ରଭାବିତ ପରିବାରଙ୍କୁ ଭେଟି ଆଲୋଚନା କରିବା ସହ ସହାୟତା ପ୍ରଦାନ କରିଛନ୍ତି ରମେଶ ଚନ୍ଦ୍ର ମାଝୀ, ପଦ୍ମିନୀ ଦିଆନ ଓ ଚନ୍ଦ୍ରଶେଖର ମାଝୀ।