ରେମୁଣା: ବରୁଣସିଂ ଜଗନ୍ନାଥ କଲେଜରେ ସେବା ସଂକଳ୍ପ ଅଭିଯାନ: ଯୋଗଦେଲେ ରେମୁଣା ବିଧାୟକ
ବରୁଣସିଂ ଜଗନ୍ନାଥ ଏଜୁକେସନାଲ ଡିଗ୍ରୀ କଲେଜରେ ଆୟୋଜିତ ନୁକଡ ସଭାରେ ଯୋଗଦେଲେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଓ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ସରକାରୀ ଯୋଜନା ସମ୍ପର୍କରେ କରାଗଲା ସଚେତନ।