ଜିଲ୍ଲlପାଳ ଙ୍କ ହିନ୍ଦୋଳ ରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଆଜି ହିନ୍ଦୋଳ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶୁଣାଣି ଶିବିରରେ ୧୨ ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଏହାସହ CMRF ଓ ରେଡକ୍ରସ ପାଣ୍ଠିରୁ ଆର୍ଥିକ ଦୃଷ୍ଟିରୁ ଅସହାୟ ବ୍ୟକ୍ତିଙ୍କୁ ମୋଟ ୪୦,୦୦୦ ଟଙ୍କା ସହାୟତା ମଞ୍ଜୁର କରାଯାଇଥିଲା।
CMO Odisha
Information & Public Relations Department, Government of News odia odisha
Public Dhenkanal District Administration