ପୋଲସରା: ପୋଲସରାରେ ଆକସ୍ମିକ ମୃତ୍ୟୁ, ପୂର୍ବ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସମବେଦନା ଓ ସହାୟତା
ପୋଲସରା ବ୍ଲକ୍ ଚିରିକିପଡ଼ା ଶାସନ ଗ୍ରାମର ସରସ୍ୱତୀ ସାହୁଙ୍କ ଆକସ୍ମିକ ମୃତ୍ୟୁ ପରେ ପୂର୍ବ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ତାଙ୍କ ବାସଭବନକୁ ଯାଇ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।