ମାର୍ଶାଘାଇ: ନାମକରଣ ଉତ୍ସବରେ ଯୋଗଦେଲେ ବିଜେପି ନେତା ଡୁଲୁ ସାମଲ ଓ ସରପଞ୍ଚ
ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନ୍ତେଇ ଗ୍ରାମରେ ଅମ୍ରିତି ପରିଡାଙ୍କ ପୁତ୍ରର ନାମକରଣ ଓ ସତ୍ୟନାରାୟଣ ପୂଜା ଅନୁଷ୍ଠିତ। ବିଜେପି ନେତା ଡୁଲୁ ସାମଲ ଓ ସରପଞ୍ଚ ସଞ୍ଜୟ ସେଠି ଯୋଗ ଦେଇ ଶିଶୁର ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ।