ବାଲେଶ୍ବର ସଦର: ବାଲେଶ୍ଵରରୁ ବାଙ୍ଗାଲୋର ବସ ସେବା ଶୁଭାରମ୍ଭ, ପତାକା ଦେଖାଇ ଶୁଭାରମ୍ଭ କଲେ ବିଧାୟକ
ବାଲେଶ୍ଵରରୁ ବାଙ୍ଗାଲୋରକୁ ନୂଆ ବସ ସେବାର ଶୁଭାରମ୍ଭ ହୋଇଛି। ଆରୀୟାନ ଟ୍ରାଭେଲ୍ସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ଵର ସଦର ବିଧାୟକ ମାନସ କୁମାର ଦତ୍ତ ଓ ଅନ୍ୟମାନେ ଉପସ୍ଥିତ ରହି ବସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।