#ଚାମେଲି_ଓଝା_ଭାଗ୍ୟ_ହେଲା_ସିଲ୍
#ମହାକାଳପଡ଼ାର ତିଖିରୀ ପଞ୍ଚାୟତରେ ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଆଜି ଅନାସ୍ଥା ଭୋଟିଂ। ୨୨ ୱାର୍ଡ ମେମ୍ବରଙ୍କ ମଧ୍ୟରୁ ୨୦ ଜଣ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ, ଭୋଟିଂ ଫଳାଫଳ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ ରହିଛି।
#Tikiri_Panchayat_Sarpanch_Chameli_Ojha_in_Mahakalapada.
#ChameliOjha #NoConfidenceMotion #NoTrustVote #Mahakalapada #TikiriPanchayat #ZZE24_ODISHA
Bhubaneswar, Khordha | Aug 13, 2026