ସୁକିନ୍ଦା: ଅତ୍ତା ପାଖ ବ୍ରିଜ ନିକଟରେ ଚଢ଼ାଉ ବାଲି ବୋଝେଇ ଟ୍ରାକ୍ଟର ଜବତ
Sukinda, Jajpur | Dec 21, 2025 ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଅତ୍ତା ପାଖ ବ୍ରିଜ ନିକଟରେ ଜିଲ୍ଲା dd ମାଇନିଂ ଅଧିକାରୀଙ୍କ ଚଢ଼ାଉ ବାଲି ବୋଝେଇ ଟ୍ରାକ୍ଟର ଜବତ ଥାନାରେ ଅଟକ । ସୂଚନା ମୁତାବକ ଜିଲ୍ଲା ମାଈନିଂ ଅଫିସର ଅଶୋକ କୁମାର ମହାନ୍ତି ଓ ଶେଖର କୁମାର ମଲ୍ଲିକଙ୍କ ନେତୃତ୍ଵରେ ସୁକିନ୍ଦା ପୋଲିସ ଓ ତହସିଲ କର୍ମଚାରୀଙ୍କ ସହଯୋଗରେ ଅତ୍ତା ପାଖ ବ୍ରିଜ ନିକଟରେ ମିଳିତ ଚଢାଉ କରାଯାଇ ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇ ସୁକିନ୍ଦା ଥାନାରେ ଅଟକ ରଖାଯାଇଥିବା ଶନିବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।