ପାରଳାଖେମୁଣ୍ଡି: ଗଜପତିରେ ୫୨୩୦ କିଲୋଗ୍ରାମ ଗଞ୍ଜେଇ ନଷ୍ଟ: ଶେରଗଡ଼ ଇନ୍ସିନେରେଟର୍ରେ ପୋଡ଼ିଦେଲା ପୁଲିସ
ଗଜପତି ପୁଲିସ ପକ୍ଷରୁ ଶେରଗଡ଼ଠାରେ ୫୨୩୦ କିଲୋଗ୍ରାମ ଜବତ ଗଞ୍ଜେଇ ନଷ୍ଟ କରାଯାଇଛି। ଆର ଉଦୟଗିରି ଥାନା ପକ୍ଷରୁ ଜବତ ଏହି ଗଞ୍ଜେଇକୁ ନିର୍ଦ୍ଧାରିତ ନିୟମ ଓ ପ୍ରକ୍ରିୟା ଅନୁସାରେ ଇନ୍ସିନେରେଟର୍ରେ ପୋଡ଼ି ନଷ୍ଟ କରାଯାଇଛି। ଏହି ସମୟରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।