Public App Logo
PEOଙ୍କୁ 'ଏ ଚୁପ୍' କହି ତାଗିଦ କଲେ ମନ୍ତ୍ରୀ ! ଢେଙ୍କାନାଳ ସଦର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗର ଯାଞ୍ଚ ପାଇଁ ଘଟଣାସ୍ଥଳ ପରିଦର୍ଶନରେ ଯାଇ PEO ଓ BDOଙ୍କ ଉପରେ ବର୍ଷିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। #Dhenkanal #Odisha #OdishaNews #BreakingNews #PEO #BDO #Minister #SupplyMinister #ViralVideo #Government #Administration #OdiaNews #NFTV #NFTVShorts #NewsUpdate #OdishaPolitics #FacebookReels #InstagramReels #Trending - Jharsuguda News