Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
No video available

କଟକ ପୌରାଞ୍ଚଳ: ଓଡ଼ିଶା ହାଇକୋର୍ଟ ରେ ଇ ଏଚ ସି ଆର ପୋର୍ଟାଲ ଉଦ୍ଘାଟନ କଲେ ମୁଖ୍ୟ ବିଚାରପତି

ଶୁକ୍ରବାର ଅପରାହ୍ନ ରେ ଓଡ଼ିଶା ହାଇକୋର୍ଟ ପରିସର ରେ ଇ ଏଚ୍ ସି ଆର ପୋର୍ଟାଲ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥରେ ହାଇକୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରି ଶରଣ ସିଂହ ଅଧ୍ୟକ୍ଷତା କରିବା ସହ ଏହି ପୋର୍ଟାଲ୍ କୁ ଉଦ୍ଘାଟନ କରିଥିଲେ। ବିଶେଷ କରି ଏହି ପୋର୍ଟାଲ ରେ ହାଇକୋର୍ଟ ର ବିଭିନ୍ନ ମାମଲା ର ଶୁଣାଣୀ ପରେ ଏହାକୁ ସଂରକ୍ଷିତ କରାଯିବ । ଆଗାମୀ ଏହାକୁ ଏ ଆଇ ଦ୍ଵାରା ପରିଚାଳନା ନିମନ୍ତେ ନିଷ୍ପତ୍ତି ନିଆଯାଉଥିବା ସୂଚନା ମିଳିଛି । ଏଥରେ ହାଇକୋର୍ଟ ର ବରିଷ୍ଠ ଆଇନଜୀବି ଉପସ୍ଥିତ ଥିଲେ ।