ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଗୁଡ଼ମ୍ବା ଥାନା ଅଞ୍ଚଳ ଘଟଣା।
"ସରକାରୀ ବାବୁଙ୍କ ରାସଲୀଳା ... ଆଉ ଧରି ପକାଇଲେ ପତ୍ନୀ ! ପ୍ରେମିକା ସହ ଫ୍ଲାଟରେ ରଙ୍ଗେ ହାତରେ ଧରାପଡ଼ିଲେ ଗ୍ରାମ ପଞ୍ଚାୟତ ସଚିବ। ଖାଲି ଧରିଲେନି, ପ୍ରେମିକାକୁ ଦନାଦନ ଚାପୁଡ଼ା ବି ଜଡ଼ିଲେ ପତ୍ନୀ !"
#LucknowNews #ViralNews #UPNews #BreakingNews #TrendingOdia #NewsUpdate #DailyNews #PublicDrama #samachar
#viralreels
#viralpost
#viralshorts
@followers
Bhubaneswar M Corp, Khordha | Aug 18, 2026