Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ଆସିକା: ଦାସନାପଲ୍ଲୀ ଗ୍ରାମ ନିକଟରେ ଗଢି ଉଠିଥିବା ବେଆଇନ ଇଟାଭାଟି ଓ ଟ୍ରେ ଫେକ୍ଟ୍ରି ଧୂଆଁ ରେ ଅସ୍ତବ୍ୟସ୍ତ ଲୋକେ

Asika, Ganjam | Jan 12, 2026
ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଗଢିଉଠିଲାଣି ମାଳମାଳ ବେଆଇନ ମାଟି ପୋଡା ଇଟାଭାଟି l ଗାଁ ହେଉକି ସହର ସବୁ ଜନବସତି ନିକଟରେ ବେଆଇନ ଇଟାଭାଟି ଗଢି ଉଠିଥିବା ବେଳେ ଏଥିରୁ ନିର୍ଗତ ଧୂଆଁ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି l ସେହି ଭଳି ଭେଟନେଇ ପଞ୍ଚାୟତ ଦାସନାପଲ୍ଲୀ ନିକଟରେ ମଧ୍ୟ ବହୁ ଇଟାଭାଟି ଗଢି ଉଠିଛି l ଇଟାଭାଟି ରେ ଇଟା ପୋଡା ଚାଲିଥିବା ବେଳେ ଏହାର ଧୂଆଁ ଏବଂ ଗ୍ରାମର ପାଖରେ ରହିଥିବା ଟ୍ରେ ଫେକ୍ଟ୍ରି ର ଆବର୍ଜନା ପଡ଼ାଯିବା ଯୋଗୁଁ ଲୋକେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l