ସୁକିନ୍ଦା: ମାନପୁରରେ ଘନଶ୍ୟାମ ଚୌଧୁରୀଙ୍କ ଏକାଦଶାହ କ୍ରିୟାରେ ସାମିଲ ହେଲେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ
Sukinda, Jajpur | Dec 22, 2025 ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନର ମଣ୍ଡଳୀ ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ମାନପୁର ଠାରେ ଆମ ଦଳର ଦୃଢ଼ ସଂଗଠକ ସିତାଂଶୁ ଚୌଧୁରୀଙ୍କ ପୂଜ୍ୟ ବଡ଼ବାପା ସ୍ୱର୍ଗତଃ ଘନଶ୍ୟାମ ଚୌଧୁରୀଙ୍କ ଏକାଦଶାହ କ୍ରିୟାରେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସାମିଲ ହୋଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିବା ରବିବାର ରାତି 9 ଘଟିକା ସମୟରେ ଦେଖିବାକୁ ମିଳିଛି ।