ଦେବଗଡ: ଦେବଗଡ଼ରେ ସଫେଇ କର୍ମଚାରୀଙ୍କ ପାଇଁ ସୁରକ୍ଷା ଓ ସମ୍ମାନ ଶିବିର
ଦେବଗଡ଼ର ୩ଟି ବ୍ଲକ୍ରେ ସଫେଇ କର୍ମଚାରୀଙ୍କ ପାଇଁ 'ସଫାଇ ମିତ୍ର ସୁରକ୍ଷା ଓ ସମ୍ମାନ' ଶିବିର ଅନୁଷ୍ଠିତ। ସେପ୍ଟେମ୍ବର ୩୦ରେ ଆୟୋଜିତ ଏହି ଶିବିରରେ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ପରିଚୟପତ୍ର ଓ ପିପିଇ କିଟ୍ ବଣ୍ଟନ କରାଯାଇଛି।