Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Crime
Bollywood
दिल्ली
Patna
Breakingnews
Madhya_pradesh
Mp
उत्तरप्रदेश
Nsui
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
usr33641390
ଯୁବ ନେତା ବିକ୍ରମ ପଣ୍ଡା ଆଜି ତାଙ୍କର ୫୧ ତମ ଜନ୍ମଦିନ କୁ ଅମୃତ ଧାରା ବୃଦ୍ଧାଶ୍ରମ ଠାରେ ନିଆରା ଢଙ୍ଗରେ ପାଳନ କରିଛନ୍ତି || ବାଲେଶ୍ବର
Baleshwar Sadar, Balasore
| Oct 6, 2026
MORE NEWS
Baleshwar Sadar, Balasore | Oct 6, 2026
ଗଣେଶ୍ୱରପୁରରେ ଯାଦବ ସେନାର ପାଇକ ଆଖଡ଼ା ଅଭ୍ୟାସ ଶୁଭାରମ୍ଭ || ରେମୁଣା,ବାଲେଶ୍ବର
Baleshwar Sadar, Balasore | Oct 6, 2026
Baleshwar Sadar, Balasore | Oct 6, 2026
ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଉଥିବା ବେଳେ ୧୨ଟି ଗୋରୁ ବୋଝେଇ ଏକ ଗାଡ଼ିକୁ ବଙ୍ଗ ପୁଲିସ ଜବତ କରିଛି। ପଶ୍ଚିମବଙ୍ଗର ଦାନ୍ତୁନ ଥାନା ଅଧୀନ ସୋନାକନିଆ ଟୋଲ୍ ଚେକିଂ ନିକଟରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ଓଡିଶା -ପଶ୍ଚିମ ବଙ୍ଗ ସୀମାନ୍ତ ସୋନାକନିଆ ଟୋଲ୍ ଚେକିଂ ସମୟରେ ଏକ ଗାଡ଼ି ଦ୍ରୁତ ଗତିରେ ଚେକିଂ ନାକାକୁ ଅତିକ୍ରମ କରି ପଳାଇବାକୁ ଉଦ୍ୟମ କରିଥିଲା। ଏଥିରେ ସନ୍ଦେହ ହେବାରୁ ଦାତନ ପୁଲିସ ଗାଡ଼ିଟିକୁ ଅଟକାଇବାକୁ ଉଦ୍ୟମ କରିଥିଲା। ତେବେ ଗାଡ଼ି ଅଟକିବା ପରେ ଚାଳକ ସେଠାରୁ ଫେରାର ହୋଇଯାଇଥିଲା। ପୁଲିସ ଗାଡ଼ିଟିକୁ ଯାଞ୍ଚ କରିବା ପରେ ଭିତରୁ ୧୨ଟି ଗୋରୁ ଉଦ୍ଧାର ହୋଇଥିଲା। ଗୋରୁଗୁଡ଼ିକୁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଥିବା ପୁଲିସ ପ୍ରାଥମିକ ଭାବେ ଅନୁମାନ କରୁଛି। ଘଟଣା ପରେ ପୁଲିସ ଗୋରୁଗୁଡ଼ିକୁ ଉଦ୍ଧାର କରିବା ସହ ଗାଡ଼ିଟିକୁ ଜବତ କରିଛି। ଗାଡ଼ିର ମାଲିକ ଓ ଫେରାର ଚାଳକଙ୍କ ପରିଚୟ ଏବଂ ଠିକଣା ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି। ଗୋରୁ ଚାଲାଣ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ଖୋଳତାଡ଼ ଚାଲିଛି।
Baleshwar Sadar, Balasore | Oct 6, 2026
Baleshwar Sadar, Balasore | Oct 6, 2026
Baleshwar Sadar, Balasore | Oct 6, 2026
Baleshwar Sadar, Balasore | Oct 6, 2026
Baleshwar Sadar, Balasore | Oct 6, 2026
ଯୁବ ନେତା ବିକ୍ରମ ପଣ୍ଡା ଆଜି ତାଙ୍କର ୫୧ ତମ ଜନ୍ମଦିନ କୁ ଅମୃତ ଧାରା ବୃଦ୍ଧାଶ୍ରମ... - Baleshwar Sadar News