Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ଚମ୍ପୁଆ: ବଡବିଲ ଓ ବଲାଣି ଅଞ୍ଚଳରେ ଅବକାରୀ ଚଢାଉ, ୧୩୦ ଲିଟର ମଦ ଜବତ ସହ ୩ ଗିରଫ

Champua, Kendujhar | Dec 13, 2025
ଚମ୍ପୁଆ ଅବକାରୀ ନିରୀକ୍ଷକ ଶ୍ରୀ ଏଚ ଜଗ୍ଗା ରାଓଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆଜି ଅବକାରୀ ବିଭାଗ ପକ୍ଷରୁ ବଡବିଲ ଓ ବଲାଣି ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରା ଯାଇଥିଲା। ଏହି ଚଢ଼ାଉରେ ମୋଟ ୧୩୦ ଲିଟର ମଦ ଜବତ ହୋଇଥିବା ବେଳେ ୩ ଜଣଙ୍କୁ ଗିରଫ କରା ଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।