ବିଷମକଟକ: ସାଇବର ଠକେଇରୁ ସାବଧାନ: ସେକେଣ୍ଡହାଣ୍ଡ ସାମଗ୍ରୀ କିଣିବାବେଳେ ହୁଅନ୍ତୁ ସତର୍କ
ଅନଲାଇନ୍ରେ ସେକେଣ୍ଡହାଣ୍ଡ ଗାଡ଼ି ଓ ଇଲେକ୍ଟ୍ରୋନିକ୍ ସାମଗ୍ରୀ କିଣିବା ସମୟରେ ହେଉଥିବା ସାଇବର ଠକେଇରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଅଜଣା ଲିଙ୍କରେ କ୍ଲିକ୍ ନକରିବା, OTP ଶେୟାର ନକରିବା ଓ ଯାଞ୍ଚ ନକରି ଆଡଭାନ୍ସ ଟଙ୍କା ନଦେବା ପାଇଁ ସଚେତନ କରାଯାଇଛି ।